Please note: In order to keep Hive up to date and provide users with the best features, we are no longer able to fully support Internet Explorer. The site is still available to you, however some sections of the site may appear broken. We would encourage you to move to a more modern browser like Firefox, Edge or Chrome in order to experience the site fully.

Prayogika Uttara Samrachanabada banam Odia Sahitya, Paperback / softback Book

Prayogika Uttara Samrachanabada banam Odia Sahitya Paperback / softback

Paperback / softback

Description

ଆମ ସରଜନଶୀଳ ଲେଖକମାନେ କାଳେ କାଳେ ବହମଖୀ । ସେ ସାରଳା ଦାସ ହଅନତ ବା ଫକୀରମୋହନ ବା ଗୋପନାଥ ବା ମନୋଜ ବା ୧୯୬୦ ପରବରତତୀ ଯେ କେହ ବ । ଏମାନେ ନଜ ନଜ ସମକାଳର ଆବଶୟକତାକ ଦଷଟରେ ରଖ ସାହତୟ ରଚଛନତ । ଏମାନଙକ ମଧୟର ଅଧକାଂଶ ପରୀକଷଣପରବଣ । ତେବେ ୧୯୬୦ ପରବରତତୀ ସାହତୟସରଜନାସମହର ଆକଳନ ବଶୱସାହତୟ ତଥା ବଶୱସାହତୟ ସମାଲୋଚନା ସହତ ସମତାଳତ କରାଇ ବୋଧହଏ ଠକ ଭାବରେ ଏଯାବତ ପରବେଷଣ କରାଯାଇ ନାହ । କେବଳ ୧୯୬୦ ର ୧୯୭୦ ମଧୟରେ ଓଡଆ ସାହତୟରେ କମାର, କଷଣଚରଣ, ସରେନଦର, ମନୋରଞଜନ, ଗୋବନଦ, ରମେଶ, ଗୋପନାଥ, ବଜୟ, ସଚଚଦାନନଦ, ବନୋଦଚନଦର, ଅନନତ, ରମାକାନତ, ସୀତାକାନତ, ଚନଦରଶେଖର, ଶାନତନମାନେ ଯେଭଳ ପରୀକଷାମଗନ ଏବଂ ପରୟୋଗମଗନ ହେଇ ସାଧନାମଗନ ହେଇଛନତ, ସେତକରେ ଆମେ ଉତତର-ସଂରଚନାବାଦୀ ବା ଉତତର- ଆଧନକତାବାଦୀ ବଶୱ ସାହତୟ ଧାରା ସହତ ସମତାଳ ଏବଂ ସମକାଳ ହୋଇ ସୱକୀୟ ସୱାତନତର‌ୟ ଲଭଛ କହଲେ ଅତକଥନ ହେବ ନାହ । ସେଥପାଇ ଗବେଷଣା ବହ ପରତଳୀୟତା ଅରଜନ କର । ତହରେ ଆମ ସେନସ ଅଫ ସେଲଫ ଏବଂ ଆଇଡେଣଟଟକ ବ ଚହନଟ କରାଯାଉ । ଗବେଷଣା କଷେତରରେ ଏକପାଖଆ କମବା ଏକଦେଶଦରଶଆ ମାନସକତାକ ପରହାର କରାଯାଉ । ଫଳରେ ଆମ ଭାଷା ସାହତୟର ଲେଖକଲେଖକାମାନଙକ ଅନାବଷକତ ତାକତ ସମହ ସମମଖୀକତ ହେଇପାରବ । ଆମ ଭାଷାସାହତୟର ଲେଖକଲେଖକାମାନଙକ ଅନାବଷକତ ତାକତ‌କ ନବୀନ ଗବେଷକଗବେଷକାମାନଙକ ନକଟରେ ପରବେଷଣ କରବା ପାଇ ଏ ସମାଲୋଚନା ଗରନଥଟ ରଚତ ।

Information

£10.99

 
Free Home Delivery

on all orders

 
Pick up orders

from local bookshops

Information