Please note: In order to keep Hive up to date and provide users with the best features, we are no longer able to fully support Internet Explorer. The site is still available to you, however some sections of the site may appear broken. We would encourage you to move to a more modern browser like Firefox, Edge or Chrome in order to experience the site fully.

Haluka Manisha, Paperback / softback Book

Haluka Manisha Paperback / softback

Paperback / softback

Description

ଜୀବନଟା କାହା ପାଇ କେମତ । ଜଣକ ପାଇ ଜୀବନ ପକଷୀର ପର ପର ହାଲକା ତ ଆଉ କାହା ପାଇ ଗୋଟେ ଓଜନଆ ପଥର ପର ବୋଝ । କନଦେରାଙକ ଦଷଟରେ ଆମର ବୋଝ ଯେତକ ଅଧକ ହଏ, ମାଟ ସହତ ଜୀବନ ସେତକ ନବଡ ହଏ । ଅପରପକଷେ ବୋଝ ନଥଲେ ମଣଷର ଜୀବନ ପବନ ପର ହାଲକା ହେଇଯାଏ । ଉପରକ ଉଠଉଠକା ଯାଏ ଆଉ ମଣଷର ଜୀବନ କରମଶଃ ଅରଦଧସତୟ ଓ ନଗଣୟ ହେଇଯାଏ । ତେବେ ଆମେ କୋଉଟାକ ବାଛବା କଥା- ହାଲକା ନା ଓଜନ? ତାଙକର ବହ ଚରଚଚତ ଉପନୟାସ 'The Unbearable Lightness of Being' ରେ ଏପର ଏକ ଜୀବନ ଦରଶନକ ଏକ ଭନନ ଶେଳୀରେ ଅବତାରଣା କରାଯାଇଛ ।

"ହାଲକା ମଣଷ'- ଏହ ବହଟର ଓଡଆ ଅନବାଦ ଆମର ଓଡଆ ପାଠକଙକ ଉଦଦେଶୟରେ ଏକ ବୌଦଧକ ପରୟାସ ମାତର ।



Information

£11.99

 
Free Home Delivery

on all orders

 
Pick up orders

from local bookshops

Information